ହିମାଚଳ ପ୍ରଦେଶରେ ୧୧ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ହିମାଚଳପ୍ରଦେଶ ଗସ୍ତକରି ୧୧ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ୭,୦୦୦ କୋଟି ରେଣୁକା ଡ୍ୟାମ ପ୍ରକଳ୍ପ ସହ ବିଭିନ୍ନ ଜଳ ବିଦ୍ୟୁତ୍ ପ୍ରକଳ୍ପ ଲୋକାର୍ପଣ ଅବସରରେ ଗିରି ନଦୀ ଉପରେ ନିର୍ମିତ ରେଣୁକା ଡ୍ୟାମ ପ୍ରକଳ୍ପ ରାଜ୍ୟ ପାଇଁ ବହୁତ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥି ସହ ମୋଦି ଆହୁରି କହିଛନ୍ତି ପ୍ରତ୍ୟେକ କ୍ଷେତ୍ର ପାଇଁ ବିଦ୍ୟୁତ୍ ଏକାନ୍ତ ଆବଶ୍ୟକ ।

Leave a Reply

Your email address will not be published. Required fields are marked *