ଆଜି OBC ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା

ନୂଆପଡ଼ା ଜିଲ୍ଲା OBC ମଞ୍ଚ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ବିରୋଧରେ ବନ୍ଦ ଡାକରା । ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥାରେ ଓବିସିଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ବନ୍ଦ ପାଳନ ।

Leave a Reply

Your email address will not be published. Required fields are marked *