କେନ୍ଦୁଝର ପାଟଣା ଥାନା NH-୨୨୦ର ଖୁଞ୍ଚିବେଡ଼ାରେ ଦୁର୍ଘଟଣା | ରାସ୍ତାକଡ଼ ପୋଲରେ ପିଟିହେଲା କାର୍‌, ଟାଟା ଅଞ୍ଚଳର ଦମ୍ପତି ଗୁରୁତର ପରିବାରର ୪ ଜଣ ପୁରୀ ବୁଲିବାକୁ ଯାଉଥିବା ବେଳେ ଦୁର୍ଘଟଣା | ଜାମସେଦପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ ପରିବାର ଲୋକେ |

Leave a Reply

Your email address will not be published. Required fields are marked *