ମନୀଷ ଦାସ ହତ୍ୟା ଘଟଣାରେ 3 ଅଭିଯୁକ୍ତ ଅମରିତ, ମୃତୁଞ୍ଜୟ ଓ ଦିନେଶର ହେବ ଲାଏ ଡିଟେକ୍ସନ ଟେଷ୍ଟ

ମନୀଷ ଦାସ ହତ୍ୟା ଘଟଣାରେ 3 ଅଭିଯୁକ୍ତ ଅମରିତ, ମୃତୁଞ୍ଜୟ ଓ ଦିନେଶର ହେବ ଲାଏ ଡିଟେକ୍ସନ ଟେଷ୍ଟ ! । ଲାଏ ଡିଟେକ୍ସନ ପାଇଁ କୋର୍ଟରେ ଆବେଦନ କଲା ପୋଲିସ । ରିମାଣ୍ଡ ସମୟରେ ପଚରା ହୋଇଥିବା ପ୍ରଶ୍ନକୁ ନେଇ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

Leave a Reply

Your email address will not be published. Required fields are marked *