ସିଏମ୍‌ସିରେ ଯୋଗଦେଲେ ୨ ନୂଆ ଡେପୁଟି କମିସନର

କଟକ: ସିଏମ୍‌ସିରେ ଯୋଗଦେଲେ ୨ ନୂଆ ଡେପୁଟି କମିସନର । ଓଡ଼ିଶା ପ୍ରଶାସନିକ ଅଧିକାରୀ ମଧୁସ୍ମିତା ସିଂ ଓ ଓଡ଼ିଶା ରାଜସ୍ବ ଅଧିକାରୀ ଶଶିଭୂଷଣ ମିଶ୍ର ନୂଆ ସିଏମ୍‌ସିର ଡେପୁଟି କମିସନର ଭାବେ ଦାୟିତ୍ବ ନେଇଛନ୍ତି ।

Leave a Reply

Your email address will not be published. Required fields are marked *