ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ ବଳବତ୍ତର ରହିବ ୧୪୪ ଧାରା

କଟକ: ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ବର ପୀଠରେ ବଳବତ୍ତର ରହିବ ୧୪୪ ଧାରା, କୋରୋନା କାଳରେ ଭିଡ଼କୁ ଦେଖି ୧୪୪ ଧାରା ଲାଗୁ କଲା ଆଠଗଡ଼ ପ୍ରଶାସନ, ପଞ୍ଚକ ସମେତ ବଡ଼ଓଷା ଏବଂ ପୀଠ ବାହାରେ ଗଜଭୋଗ ବିତରଣ ପାଇଁ ନିଷ୍ପତ୍ତି, ପୂର୍ବଭଳି ବାବା ଧବଳେଶ୍ବରଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିବ

Leave a Reply

Your email address will not be published. Required fields are marked *