ରାଜ୍ୟରେ ଆଜିଠୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢ଼ା । ୩ ଲକ୍ଷ ୭୨ହଜାର ପିଲା ପଢ଼ିବେ ଯୁକ୍ତ ୨ ପ୍ରଥମ ବର୍ଷ ପାଠ । ଯୁକ୍ତ ୨ର ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ଆବେଦନ ।

Leave a Reply

Your email address will not be published. Required fields are marked *