ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ |ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଜଣାଇଲେ ରାଜ୍ୟ ନିର୍ବାଚନ କମିସନ | ସରପଞ୍ଚ ପାଇଁ ୩୨, ସମିତି ସଭ୍ୟଙ୍କ ପାଇଁ ୧୯ ଏବଂ ୱାର୍ଡମେମ୍ବରଙ୍କ ପାଇଁ ୧୫ଟି ଚିହ୍ନ , ସ୍ବାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୯ଟି ଚିହ୍ନ ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ | ରାଜନୈତିକ ଦଳଗୁଡ଼ିକର ପ୍ରାର୍ଥୀ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବେ |

Leave a Reply

Your email address will not be published. Required fields are marked *