ବ୍ରହ୍ମପୁର ଏମକେସିଜି ମେଡିକାଲର ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା, କଳାବ୍ୟାଜ ପିନ୍ଧି ମେଡିକାଲ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ, କର୍ମଚାରୀଙ୍କ ଧାରଣା ଯୋଗୁ ଟିକେଟ କାଉଣ୍ଟର ଓ ଅନ୍ୟ ବିଭାଗ ଅଚଳ, ଦୀର୍ଘଦିନ କାମ କରିବା ପରେ ମଧ୍ୟ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ

Read more

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ, ଆତ୍ମାର ସଦଗତି କାମନା କଲେ ଧର୍ମେନ୍ଦ୍ର ପ୍ରଧାନ, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ବି ସମବେଦନା ଜଣାଇଲେ, ‘ରାଜନୈତିକ ଜୀବନରେ ସେ କରିଥିବା କାମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ’

Read more

କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ବକପ-୨୦୨୧,ଆଜି ଭୁବନେଶ୍ବରରେ ପହଞ୍ଚିବେ ୪ଟିମ୍,ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ମାଲେସିଆ ଟିମ୍ ଆସିବେ ଭୁବନେଶ୍ବର, ପୂର୍ବରୁ ଭାରତ ଏବଂ ବେଲଜିୟମ ଟିମ୍‌ ଭୁବନେଶ୍ବର ଆସିସାରିଛି

Read more