ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ପ୍ରତାପ ସାମଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ପ୍ରତାପ ସାମଲଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଲା ଭିଜିଲାନ୍ସ , ୨ଟି ଓଡିଆ ଚଳଚ୍ଚିତ୍ର ନିର୍ମାଣରେ ବହୁ ଅର୍ଥ

Read more

ଓଡ଼ିଶାରେ ଫର୍ଣ୍ଣିଚର ଓ ଗୋଦାମରେ GST ବିଭାଗର ଚଢ଼ାଉ, ଏକକାଳୀନ ୧୧ ଜିଲ୍ଲାରେ ଚଢ଼ାଉ କରୁଛି ଟିମ୍, ଫର୍ଣ୍ଣିଚର ଡିଲର୍‌ଙ୍କ ୩୨ଟି ସୋ ରୁମ୍‌ ଓ ଗୋଦାମରେ ଏକକାଳୀନ ଚଢାଉ, ଭୁବନେଶ୍ବର ବାସୁଦେବ ଉଡ୍‌ସ୍, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ୍‌, ଟିକସ ଫାଙ୍କିବା ଅଭିଯୋଗରେ GST ବିଭାଗର ଚଢ଼ାଉ ଜାରି

Read more

ଭୁବନେଶ୍ବର ନୟାପଲ୍ଲୀ ବ୍ରିଟ୍ କଲୋନୀରେ କାର ଉପରକୁ ପେଟ୍ରୋଲ ବମ୍ ମାଡ଼, ବୋତଲରେ ପେଟ୍ରୋଲ ପୁରେଇ ନିଆଁ ଲଗାଇ କାର୍‌କୁ ଫିଙ୍ଗିଲା ଦୁର୍ବୃତ୍ତ, ପେଟ୍ରୋଲ ବୋମାରେ ଗାଡ଼ିର କିଛି ଅଂଶ ନଷ୍ଟ ହୋଇଯାଇଛି, ନୟାପଲ୍ଲୀ ଥାନା ପୋଲିସର ତଦନ୍ତ ଜାରି

Read more

କଣ୍ଟାମାଳ ରାସ୍ତାକଡ଼ରୁ କ୍ଷତାକ୍ତ ଶବ ମିଳିବା ଘଟଣାର ପର୍ଦ୍ଦାଫାସ, ଅନୈତିକ ସଂପର୍କକୁ ନେଇ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା, ମୃତକଙ୍କ ବାପା ଓ ଭିଣୋଇ ଗିରଫ, ଅନୈତିକ ସମ୍ପର୍କ କାରଣରୁ ହତ୍ୟା କରାଯାଇଥିବା ପୋଲିସର ସୂଚନା, ଗତ ୧୫ରେ ଗୋପାଳମାଳ ପେଟ୍ରୋଲ ପମ୍ପ ନିକଟରୁ ମୃତଦେହ ମିଳିଥିଲା

Read more

ବ୍ୟବସାୟୀଙ୍କୁ ବ୍ଲେଡରେ ଆକ୍ରମଣ କରି ସାଢେ ୩ ଲକ୍ଷ ଟଙ୍କା ଲୁଟ୍, ବିନିକା-ବରପାଲି ମୁଖ୍ୟରାସ୍ତାର ବିଶାଲପାଲି ଛକରେ ୬ ଦୁର୍ବୃତ୍ତଙ୍କ ଲୁଟ୍, ବ୍ୟବସାୟୀ ଓ ଡ୍ରାଇଭର ଗୁରୁତର, ଆସିକାରୁ ବରଗଡ଼କୁ ପିକ୍ଅପ୍ ଯୋଗେ ଫେରିବା ବେଳେ ଡକାୟତି, ପିକ୍ଅପ୍‌ ମଧ୍ୟ ଭଙ୍ଗାରୁଜା ହୋଇଥିବା ନେଇ ଥାନାରେ ଅଭିଯୋଗ

Read more

ଶିଶୁ ପର୍ଣ୍ଣୋଗ୍ରାଫି; ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସନ୍ଧ୍ୟାବତୀ ପ୍ରଧାନଙ୍କ ପ୍ରତିକ୍ରିୟା, ଏହା ଏକ ସମ୍ବେଦନଶୀଳ ଘଟଣା, ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ଢେଙ୍କାନାଳରୁ ଏଭଳି ଖବର ଆସିଛି: SCPCR, CBI ଏବଂ କ୍ରାଇମବ୍ରାଞ୍ଚଠୁ ତଦନ୍ତ ରିପୋର୍ଟ ମାଗାଯିବ: ସନ୍ଧ୍ୟାବତୀ ପ୍ରଧାନ

Read more

ଓକାକ୍ CEOଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରି ଠଙ୍କା ହଡ଼ପ କରିବା ଘଟଣା

ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ବାଟ୍ସ ଆପ୍ ହ୍ୟାକ୍ ଘଟଣାରେ ଅଭିଯୁକ୍ତ ଚିହ୍ନଟ, ଅଭିଯୁକ୍ତ ଜଣକ ବେଙ୍ଗଳୁରୁରେ ରହି ହ୍ୟାକ୍ କରିଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ

Read more

ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା

ବମ୍ବେ: ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି

Read more

ମମିତାଙ୍କୁ ନ୍ୟାୟ ଦାବି କରି ଭୁବନେଶ୍ୱର ଜିଲ୍ଲା ବିଜେପିର ଦସ୍ତଖତ ଅଭିଯାନ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଦସ୍ତଖତ ଅଭିଯାନ, ମମିତାଙ୍କୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି, ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତୁରନ୍ତ ବହିଷ୍କାର ଦାବି କଲା ବିଜେପି

Read more

ରାଜ୍ୟରେ ଦିନକରେ ଆଉ ୨୨୬ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ,ସଂଗରୋଧରୁ ୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ରୋଗୀ ଚିହ୍ନଟ, ୨୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୩ ଜଣ, ୨ ହଜାର ୬୫୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ, ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା

Read more