ବନ୍ଧା ହେଲେ ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ, ୨.୭ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କଲା ଭିଜିଲାନ୍ସ , ୩୫ ହଜାର ଟଙ୍କା ମୂଲ୍ୟର ପୁରୁଣା ୫୦୦ ଟଙ୍କିଆ ନୋଟ୍‌ ବି ଜବତ, ଗତକାଲି ଋଷିନାଥଙ୍କ ୪ଟି ଟିକଣାରେ ଚଢ଼ାଉ କରିଥିଲା

Read more

ମୋଦିଙ୍କ ଘୋଷଣାକୁ ନବୀନଙ୍କ ସ୍ବାଗତ

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାଗତ, ଦେଶ ଓ କୃଷକଙ୍କ ହିତରେ ମୋଦିଜୀ ଏହି ନିଷ୍ପତ୍ତି ନେଇଛନ୍ତି, ଆନ୍ଦୋଳନରତ କୃଷକଙ୍କ ସ୍ବାଗତ

Read more

ଏବେ ହଟିବନି ଚାଷୀ ଆନ୍ଦୋଳନ; ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି ପ୍ରତ୍ୟାହାର ହେବନି କୃଷକ ଆନ୍ଦୋଳନ, ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ଆନ୍ଦୋଳନ ଜାରି ରହିବ, ଆନ୍ଦୋଳନ ଜାରି ରଖିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ନିଷ୍ପତ୍ତି, ଟ୍ବିଟ୍‌ କରି ସୂଚନା ଦେଲେ କୃଷକ ନେତା ରାକେଶ ଟିକାୟତ

Read more

କୋରୋନା ଟିକାର ତୃତୀୟ ଡୋଜ

ଖୁବ୍‌ ଶୀଘ୍ର କୋରୋନା ଟିକାର ତୃତୀୟ ଡୋଜ ନେବେ ଭାରତୀୟ। ଆସନ୍ତା ସପ୍ତାହରେ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ବୈଠକରେ ତୃତୀୟ ଡୋଜ ଟିକାକରଣର ନିୟମ ପ୍ରସ୍ତୁତ ହେବ।

Read more

ଡଙ୍ଗା ଭସାଇବା ବେଳେ ବ୍ରାହ୍ମଣୀ ନଦୀର ବୁଦ୍ଧେଶ୍ବର ଘାଟରେ ଭାସିଗଲେ ଢେଙ୍କାନାଳ ଭୁବନର ୧୨ ବର୍ଷର ବାଳକ, ନିଖୋଜ ବାଳକ ଭୁବନ ଥାନା ଲତାବିଲ ଗାଁର ରୋଶନ ନାୟକ, ଭୁବନ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

Read more