ଆଜି ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ; ଶପଥ ନେବେ ୧୫ ନୂଆ ମନ୍ତ୍ରୀ

ଗତକାଲି ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମସ୍ତ ମନ୍ତ୍ରୀ । ଆଜି ଅପରାହ୍‌ଣ ୨ଟାରେ ବସିବ ପ୍ରଦେଶ କଂଗ୍ରେସ କମିଟି ବୈଠକ । ଅପରାହ୍‌ଣ ୪ଟାରେ ହେବ

Read more