ସୁବର୍ଣ୍ଣପୁର ଜଙ୍ଗଲ ଭିତରୁ ଚୋରି ଶିଶୁ କନ୍ୟା ଉଦ୍ଧାର, ଅର୍ଜୁନପୁର-ଶରଧାପଲି ରାସ୍ତାର ପ୍ରତାପପୁର ନିକଟରେ ପଡ଼ିଥିଲା ଶିଶୁ, ଖବର ପାଇ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି, ଗତକାଲି ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ କରିଥଲେ ପରିବାର ଲୋକେ

Read more

କେନ୍ଦ୍ରାପଡ଼ା ଜଅଁରା ବାରିମୂଳରେ ଦୁଇ ଶିଶୁଙ୍କ ସଲିଳ ସମାଧି, ଘର ନିକଟ ଜୋରରୁ ଦୁଇ ଭଉଣୀ ସୁଭସ୍ମିତା, ମଧୁସ୍ମିତା ମୃତଦେହ ଉଦ୍ଧାର ପୁରୁଣା ଡଙ୍ଗା ଆଣିବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ, ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର

Read more

କଂଗ୍ରେସକୁ କଟାକ୍ଷ କଲେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, OUATର ଏକ କାର୍ଯ୍ୟକ୍ରମରେ ଭାଗ ନେଇ କଟାକ୍ଷ କଲେ, କୃଷି ଆଇନ ପ୍ରତ୍ୟାହାର ପରେ କଂଗ୍ରେସର ବିଜୟ ଦିବସ ନେଇ ବର୍ଷିଲେ, କଂଗ୍ରେସ ନିର୍ବାଚନ ଜିତିପାରୁନି, ତେଣୁ ବିଜୟ ଦିବସ ପାଳନ କରିପାରୁ ନାହିଁ, କଂଗ୍ରେସ ବିଜୟ ଦିବସ ପାଳନ ପାଇଁ ବାହାନା ଖୋଜୁଛି: ରୁପାଲା

Read more

ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳାପତାକା ଦେଖାଇବା ଉଦ୍ୟମ, ଏକାମ୍ର କଲେଜରେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମନ୍ତ୍ରୀ ଆସିବା ପୂର୍ବରୁ ବିଜେପି-ବିଜେଡି ମୁହାଁମୁହିଁ, ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ପ୍ରତିବାଦ, ପ୍ରତିବାଦ କରୁଥିବା ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ

Read more

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କାଲିଠୁ ସାରା ରାଜ୍ୟରେ ବିଜେଡି ଓଡିଶା ର ଆନ୍ଦୋଳନ, ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଟକ RDC କାର୍ଯ୍ୟାଳୟ ଘେରିବ ଦଳ, ବିଜେଡି ଛାତ୍ର, ଯୁବ ଏବଂ ମହିଳା ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ, ଆସନ୍ତାକାଲିଠୁ ୩ ଦିନ ଧରି RDC କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ

Read more

ରାଜ୍ୟରେ ଦିନକରେ ଆଉ ୨୦୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ ।

ସଂଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୬ ରୋଗୀ ଚିହ୍ନଟ । ୨୦୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୫ ଜଣ। ଖୋର୍ଦ୍ଧା

Read more

ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ପ୍ରମାଣ ଆଧାରରେ ଚାର୍ଜସିଟ୍ କଲା CBI, ସେପ୍ଟେମ୍ବରରେ ପ୍ରୟାଗରାଜରେ ଆଶ୍ରମରୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା, ମୁଖ୍ୟ ଅଭିଯୁକ୍ତ ଶିଷ୍ୟ ଆନନ୍ଦ ଗିରି, ଅଦୟ ପ୍ରସାଦ ତିୱାରୀ ଏବଂ ସନ୍ଦୀପ ତିୱାରୀଙ୍କ ନାଁରେ ବି ଚାର୍ଜସିଟ୍ ଦାଖଲ କଲା

Read more

ଆନ୍ଧ୍ର ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି; ଆନ୍ଧ୍ରରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ଚିତ୍ତୋର, କଡ଼ପା, କୁରନୁଲ, ଅନନ୍ତପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ, ଉଦ୍ଧାରକାର୍ଯ୍ୟରେ NDRF ଏବଂ ଅଗ୍ନିଶମ ଟିମ୍‌ ସାମିଲ

Read more

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୫୧ ଲକ୍ଷ ୬୩ ହଜାର ୩୮କୁ ବୃଦ୍ଧି, ବିଶ୍ବରେ ଏଯାଏ ୨୫ କୋଟି ୭୪ ଲକ୍ଷ ୬ ହଜାର ୪୫୭ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨୩ କୋଟି ୨୩ଲକ୍ଷ ୫୫ ହଜାର ୬୭୦ ଆକ୍ରାନ୍ତ, ବିଶ୍ବର ୨୨୧ଟି ଦେଶକୁ ବ୍ୟାପିଛି କିଲର ଭାଇରସ କୋରୋନା

Read more