ଆଜି ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ; ଶପଥ ନେବେ ୧୫ ନୂଆ ମନ୍ତ୍ରୀ

ଗତକାଲି ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମସ୍ତ ମନ୍ତ୍ରୀ । ଆଜି ଅପରାହ୍‌ଣ ୨ଟାରେ ବସିବ ପ୍ରଦେଶ କଂଗ୍ରେସ କମିଟି ବୈଠକ । ଅପରାହ୍‌ଣ ୪ଟାରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ସଚିନ ପାଇଲଟଙ୍କ ସମର୍ଥକ ୪ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ପାଇଲଟ ମଧ୍ୟରେ ବୁଝାମଣା ଉଦ୍ୟମ ସଫଳ ।

Leave a Reply

Your email address will not be published. Required fields are marked *