ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା ; ସିପିପି ଓ୍ୱାନ୍‌ରେ ପ୍ଲେଟ ଖସି ଜଣେ ମୃତ , ଅନ୍ୟ ଜଣେ ଗୁରୁତର

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।ମୃତକଙ୍କ

Read more

ବୋରିଗୁମ୍ମା ବାଇପାସ୍‌ ନିକଟରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ; ବିକ୍ରି ପାଇଁ ଡିଲ୍‌ ବେଳେ ଉଦ୍ଧାର କଲା ଏସ୍‌ଟିଏଫ୍‌

କୋରାପୁଟ : ୨ ଅଭିଯୁକ୍ତ ମାଧବ ପରଜା ଓ ଜଗବନ୍ଧୁ ପରଜା ଗିରଫ | ୨୦୨୦ ପରଠୁ ଏସ୍‌ଟିଏଫ୍‌ ୧୧ଟି ଜୀବନ୍ତ ବଜ୍ରକାପ୍ତ ଜବତ କରିଛି |

Read more

ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ବାଂଲାଦେଶ ଠାରୁ ପ୍ରତିଶୋଧ ନେଇ ସେମି ଫାଇନାଲରେ ଭାରତ

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଟିମ୍‌ର ଦବଦବା ଜାରି ରହିଛି। ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶ ଠାରୁ ମଧୁର ପ୍ରତିଶୋଧ ନେଇ ଚଳିତ ବିଶ୍ୱକପରେ ଟିମ୍‌

Read more

ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ଆହୁରି ୨୪ ଘଣ୍ଟା ଶୀତ ଲହରୀ ଜାରି | ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ତଳେ | ୩୧ ତାରିଖରୁ ବଢ଼ିବ ରାତ୍ରି ତାପମାତ୍ରା କମିବ ଶୀତ | ୪ ଫେବ୍ରୁଆରିରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ |

ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ଆହୁରି ୨୪ ଘଣ୍ଟା ଶୀତ ଲହରୀ ଜାରି | ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ

Read more

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ମାତ୍ର ୧୨ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ଆତଙ୍କବାଦୀ । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା

Read more

ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୩ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩, କଟକରେ ୩୭୯, ନୟାଗଡ଼ରେ ୧୯୪ ପଜିଟିଭ | ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ରୋଗୀ ଚିହ୍ନଟ |

Read more