ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୩ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩, କଟକରେ ୩୭୯, ନୟାଗଡ଼ରେ ୧୯୪ ପଜିଟିଭ | ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬୩ ଜଣ | ଅନୁଗୁଳ-୫୮, ବାଲେଶ୍ବର-୧୫୨, ବରଗଡ଼-୮୦, ଭଦ୍ରକ-୬୦, ବଲାଙ୍ଗିର-୯୫, ବୌଦ୍ଧ-୪୯, ଦେବଗଡ଼-୭୩, ଢେଙ୍କାନାଳ-୪୫, ଗଜପତି-୬୨, ଗଞ୍ଜାମ-୬୭, ଜଗତସିଂହପୁର-୧୦୦, ଯାଜପୁର-୧୬୮, ଝାରସୁଗୁଡ଼ା-୬୧, କଳାହାଣ୍ଡି-୧୫୮, କନ୍ଧମାଳ-୫୨ ପଜିଟିଭ |

Leave a Reply

Your email address will not be published. Required fields are marked *