୨୮ରୁ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର | ହାଇଟେକ୍, କିମ୍ସ କୋଭିଡ ହସ୍ପିଟାଲକୁ ବିଏମ୍ସି ପକ୍ଷରୁ ଦିଆଗଲା କ୍ଲୋଜର ନୋଟିସ୍ | ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ରେ ସୀମିତ ରହିବ ଶଯ୍ୟା | ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି |
୨୮ରୁ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର | ହାଇଟେକ୍, କିମ୍ସ କୋଭିଡ ହସ୍ପିଟାଲକୁ ବିଏମ୍ସି ପକ୍ଷରୁ ଦିଆଗଲା କ୍ଲୋଜର ନୋଟିସ୍ | ସମ୍ ହସ୍ପିଟାଲରେ
Read more