ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା । ଉଭୟ ଲୋକସଭା ଓ ରାଜ୍ୟସଭା ଦେବେ ସମ୍ବର୍ଦ୍ଧନା । ଆସନ୍ତା ୨୪ ତାରିଖରେ ସରୁଛି କୋବିନ୍ଦଙ୍କ କାର୍ଯ୍ୟକାଳ |

ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା । ଉଭୟ ଲୋକସଭା ଓ ରାଜ୍ୟସଭା ଦେବେ ସମ୍ବର୍ଦ୍ଧନା । ଆସନ୍ତା ୨୪ ତାରିଖରେ ସରୁଛି

Read more

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି | ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ଏହି ମସାଲକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ଏହି ମେଗା ଇଭେଣ୍ଟରେ ପଦ୍ମିନୀ ରାଉତଙ୍କ ସମେତ ଓଡ଼ିଶାରୁ ୬ଜଣ ଅଂଶଗ୍ରହଣ କରିଛନ୍ତି |

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା

Read more

ରାଜ୍ୟରେ ଆଜିଠାରୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍‌

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ

Read more