ମିସ୍‌ ଇଣ୍ଡିଆ ୱାର୍ଲ୍ଡ-୨୦୨୨ ଟାଇଟଲ ଜିତିଲେ ସିନି ଶେଟ୍ଟୀ

ମୁମ୍ବାଇ: ମିସ୍‌ ଇଣ୍ଡିଆ ମୁକୁଟ ହାତେଇଲେ ସିନି ଶେଟ୍ଟୀ। ଫେମିନା ମିସ୍‌ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବାଜି ମାରିଲେ କର୍ଣ୍ଣାଟକର ଏହି ସୁନ୍ଦରୀ। ବ୍ୟୁଟି ୱିଥ୍‌ ବ୍ରେନ

Read more