ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜେ.ପି ନଡ୍ଡା, ୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ |

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜେ.ପି ନଡ୍ଡା, ୨୯ ଓ ୩୦ ତାରିଖ ଦୁଇ ଦିନ

Read more

ବୋହୂ ଭାବରେ ଗ୍ରହଣ କରିବାକୁ ଦାବି କରି ଦୁଆରେ ଦେଲେ ଧାରଣା | ଦେଓଗଡ ଜିଲ୍ଲା ରିୟାମାଳ ଥାନା ଅଧୀନରେ ଥିବା ବାବରାକୋଟ ଗ୍ରାମର ଘଟଣା | ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଅଭିଯୋଗ କରି ଗ୍ରାମରେ ଜଣେ ଯୁବକଙ୍କ ଘର ବାହାରେ ଧାରଣା ଦେଇଛନ୍ତି ଯୁବତୀ |

ବୋହୂ ଭାବରେ ଗ୍ରହଣ କରିବାକୁ ଦାବି କରି ଦୁଆରେ ଦେଲେ ଧାରଣା | ଦେଓଗଡ ଜିଲ୍ଲା ରିୟାମାଳ ଥାନା ଅଧୀନରେ ଥିବା ବାବରାକୋଟ ଗ୍ରାମର ଘଟଣା |

Read more

ବିଜେପି କୋର୍ କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ, ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସାମିଲ

ବିଜେପି କୋର୍ କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ, ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ

Read more

ଦକ୍ଷିଣ କୋରିଆର ଦକ୍ଷିଣାଞ୍ଚଳରେ ଲ୍ୟାଣ୍ଡଫଲ୍‌ କଲା ଟାଇଫୁନ ହିନ୍ନାମ୍ନର ।ଟାଇଫୁନ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେଉଛି | ପବନ ଯୋଗୁ ଗଛ ଭାଙ୍ଗିବା ସହ ରାଜରାସ୍ତା କ୍ଷତିଗ୍ରସ୍ତ ହୋଇଛି । ବହୁ ଘରକୁ ବିଜୁଳି ସରବରାହ ବନ୍ଦ ରହିଛି |

ଦକ୍ଷିଣ କୋରିଆର ଦକ୍ଷିଣାଞ୍ଚଳରେ ଲ୍ୟାଣ୍ଡଫଲ୍‌ କଲା ଟାଇଫୁନ ହିନ୍ନାମ୍ନର ।ଟାଇଫୁନ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେଉଛି | ପବନ ଯୋଗୁ ଗଛ ଭାଙ୍ଗିବା ସହ

Read more

ଚୀନର ସିଚୁଆନ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ | ଗତକାଲି ସିଚୁଆନ ପ୍ରଦେଶରରେ ୬.୮ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଥିଲା।

ଚୀନର ସିଚୁଆନ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ | ଗତକାଲି ସିଚୁଆନ ପ୍ରଦେଶରରେ ୬.୮ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଥିଲା।

Read more