IPU ନିର୍ବାଚନରେ ଭାରତର ପ୍ରାର୍ଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟୀ : ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଫେରିଲା ସଭାପତି ପଦ
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଇପିୟୁ ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ଅପରାଜିତା ମୋଟ ୧୮ଟି ଭୋଟରୁ ୧୨ଟି ଭୋଟ ପାଇ ନିର୍ବାଚିତ ହୋଇଥିଲେ।
Read more