ରାଜ୍ୟରେ ଆଉ ନୂଆ ୧,୭୧୨ କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ସଙ୍ଗରୋଧରୁ ୯୯୭ ଓ ସ୍ଥାନୀୟ ଅଞ୍ଚଳରୁ ୭୧୫ କୋରୋନା ରୋଗୀ ଚିହ୍ନଟ । ୧୪୯୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୨୩ ଜଣ ,ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ହଜାର ୫୨୩କୁ ବୃଦ୍ଧି। ୧୭ ହଜାର ୬୪୭ଜଣ ରୋଗୀ ଏବେ ବି ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *