କେନ୍ଦୁଝର ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ବ୍ୟାପକ ଧାନ ଫସଲ ଓ ପନି ପରିବା ଚାଷ । ରାଜନଗର ଗାଁର ପୁରାତନ ରଘୁନାଥ ଜୀଉ ମଠ ଭାଙ୍ଗିଦେଲେ ହାତୀ ପଲ, ଲୋକେ ଆତଙ୍କିତ । ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଜାରି ।

Leave a Reply

Your email address will not be published. Required fields are marked *