ସଞ୍ଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ଆଜି ଆସିବ ଶବ ବ୍ୟବଛେଦ ରିପୋର୍ଟ । ଭିସେରା ଓ ବ୍ଲଡ ସାମ୍ପୁଲ ଟେଷ୍ଟ ରିପୋର୍ଟ ଆସିବ । ତଦନ୍ତକୁ ନେଇ ଗଠିତ ହୋଇଥିବା ଏସଆଇଟି ଯାଞ୍ଚ ପାଇଁ ପଠାଇଥିଲା ୩୩ଟି ଆଇଟମ । ଚିତ୍ତଙ୍କଠାରୁ କିଏ କେତେ ଟଙ୍କା ନେଇଥିଲେ ଖୋଳତାଡ଼ ଚାଲିଛି |

Leave a Reply

Your email address will not be published. Required fields are marked *