ମଣିପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୮ ବିକ୍ଷୋଭକାରୀ ଆହତ, ଚୁରାଚାନ୍ଦପୁର-ବିଷ୍ଣୁପୁର ଜିଲ୍ଲା ସୀମାରେ ହିଂସା, ସେନା ବାରିକେଡ୍ ଆଡ଼କୁ ମାଡ଼ିଆସିଥିଲେ ବିକ୍ଷୋଭକାରୀ, ୩୦ ହଜାର ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼

ଇମ୍ଫାଲ : ମଣିପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୮ ବିକ୍ଷୋଭକାରୀ ଆହତ, ଚୁରାଚାନ୍ଦପୁର-ବିଷ୍ଣୁପୁର ଜିଲ୍ଲା ସୀମାରେ ହିଂସା, ସେନା ବାରିକେଡ୍ ଆଡ଼କୁ ମାଡ଼ିଆସିଥିଲେ ବିକ୍ଷୋଭକାରୀ, ୩୦ ହଜାର ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼, ଗୁଳିମାଡ଼ ସହ ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ୟାସ ପ୍ରୟୋଗ

Leave a Reply

Your email address will not be published. Required fields are marked *