ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକ ଟିକିରାପଡାରେ ହତ୍ୟାକାଣ୍ଡ । ଗତକାଲି ରାତିରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ବାମୀ । ମୃତ ମହିଳା ସୁନିତା ସିଂ, ଅଭିଯୁକ୍ତ ସ୍ବାମୀ ଲଛମନ ସିଂ ଫେରାର । ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ସୁବଳୟା ଥାନା ପୋଲିସ |

Leave a Reply

Your email address will not be published. Required fields are marked *