ଦୁଇ ଦିନରେ SCB ବିଏସସି ନର୍ସିଂ ହଷ୍ଟେଲର ୨୮ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

କଟକ: ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ । ଅନ୍ୟତ୍ର ସ୍ଥାନାନ୍ତର ନେଇ ନିଷ୍ପତ୍ତି ଆଜି । ନର୍ସିଂ କଲେଜ ପ୍ରିନ୍ସିପାଲ ବିଜୟଲକ୍ଷ୍ମୀ ଦାସଙ୍କ ସୂଚନା |

Leave a Reply

Your email address will not be published. Required fields are marked *