ବାହାନଗା ଟ୍ରାଜେଡିରେ ଚିହ୍ନଟ ହୋଇ ନଥିବା ୨୮ ମୃତଦେହର CBI ଅଧିକାରୀଙ୍କ ଉପସ୍ଥିତିରେ ହେବ ସଂସ୍କାର

ବାହାନଗା ଟ୍ରାଜେଡି : ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର । ୨୮ ମୃତଦେହର ସଂସ୍କାର ନେଇ ବିଏମ୍‌ସି ମେୟରଙ୍କ ସୂଚନା । ଭରତପୁର ଓ ସତ୍ୟନଗର ଶ୍ମଶାନରେ ହେବ ସଂସ୍କାର । CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ ।

Leave a Reply

Your email address will not be published. Required fields are marked *