ରାଜ୍ୟରେ ଦିନକରେ ଆଉ ୭,୨୯୧ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦୫ ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୪,୨୨୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୦୬୫ କୋରୋନା ରୋଗୀ ଚିହ୍ନଟ | ୭୨୯୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୫୪ ଜଣ | କୋରାପୁଟ ୧୧୧, ପୁରୀ ୧୧୬, ଅନୁଗୁଳ ୧୮୩, ବରଗଡ଼ ୧୩୦, କେନ୍ଦ୍ରାପଡ଼ା ୧୦୯, ସମ୍ବଲପୁର ୧୭୬, କେନ୍ଦୁଝର ୧୩୨, ଝାରସୁଗୁଡ଼ା ୮୩, ଭଦ୍ରକ ୯୭, କନ୍ଧମାଳ ୯୮, ଗଜପତି ୯୫, ଢେଙ୍କାନାଳ ୯୬, ସୁବର୍ଣ୍ଣପୁର ୨୮୨, ଗଞ୍ଜାମ ୫୦, ବୌଦ୍ଧ ୫୫, ଦେବଗଡ଼ରୁ ୬୨ ଏବଂ ମାଲକାନଗିରିରୁ ୫୭ କୋଭିଡ ଆକ୍ରାନ୍ତ ଚିହ୍ନଟ |

Leave a Reply

Your email address will not be published. Required fields are marked *