ଓଡ଼ିଶା ଅଗ୍ନିଶମ ବିଭାଗକୁ ୨୦୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ଅଗ୍ନିଶମ ସଂସ୍ଥାର ମାନ୍ୟତା ମିଳିଲା | ବିପର୍ଯ୍ୟୟ ମୁକାବିଲା କରିବା ଦକ୍ଷତାକୁ ବିଚାରକୁ ନେଇ ଆନ୍ତର୍ଜାତୀୟ Fire India -2021 ମେଳା ଅବସରରେ ମିଳିଲା ଜାତୀୟ ପୁରସ୍କାର। ଓଡ଼ିଶା ପଛକୁ ଅଛନ୍ତି ତାମିଲନାଡୁ ଓ ଗୁଜୁରାଟ ଅଗ୍ନିଶମ ସେବା

Leave a Reply

Your email address will not be published. Required fields are marked *