ଓଡ଼ିଶା ସମେତ ୫ ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ 4G ମୋବାଇଲ ସେବା ପାଇଁ USOF ଯୋଜନାରେ ୬,୪୬୬ କୋଟି ଟଙ୍କା ମଞ୍ଜୁର କଲେ PM

ଆକାଂକ୍ଷୀ ଜିଲ୍ଲା ପାଇଁ 4G ସେବା | ଓଡ଼ିଶା ସମେତ ୫ ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ 4G ମୋବାଇଲ ସେବା ପାଇଁ USOF ଯୋଜନାରେ ୬,୪୬୬ କୋଟି ଟଙ୍କା ମଞ୍ଜୁର କଲେ PM | ଏହା ୫ ରାଜ୍ୟର ୭,୨୮୭ ଗାଁରେ ଡିଜିଟାଲ ସେବାକୁ ଗତି ଦେବ। ଶିକ୍ଷାନୁଷ୍ଠାନକୁ ମଧ୍ୟ ଇଣ୍ଟରନେଟ୍ ପ୍ରଦାନରେ ସହାୟକ ହେବ | ଓଡ଼ିଶାର ୧୦ଟି ଜିଲ୍ଲାର ୩,୯୩୩ ଗାଁରେ ହାଇସ୍ପିଡ ଇଣ୍ଟରନେଟ ସେବା ମିଳିବ | ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ବି କାର୍ଯ୍ୟକାରୀ ହେବ। ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଏହା ମଜଭୁତ କରିବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Leave a Reply

Your email address will not be published. Required fields are marked *