ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ ମାମଲାରେ ୪ଗିରଫ | ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରଙ୍ଗମିସ୍ତ୍ରୀ ରାଜୁ ଓରଫ୍ ରାଜୁ ସିଂ ଗିରଫ | ରାଜୁ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଅଛି ୪ ମାମଲା, ଅଭିଯୁକ୍ତଙ୍କଠାରୁ ୩୯000 ଟଙ୍କା, ଆଧାର କାର୍ଡ, ୪ ମୋବାଇଲ ଜବତ | ବଡ଼ଗଡ଼, ନୟାପଲ୍ଲୀ, ଖାରବେଳନଗର ଅଞ୍ଚଳରୁ ଲୁଟିଥିଲେ

ରାଜଧାନୀର ବିଭିନ୍ନ ଔଷଧ ଦୋକାନରୁ ଲୁଟ୍ମା ମଲାରେ ୪ଗିରଫ | ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରଙ୍ଗମିସ୍ତ୍ରୀ ରାଜୁ ଓରଫ୍ ରାଜୁ ସିଂ ଗିରଫ | ରାଜୁ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ଅଛି ୪ ମାମଲା, ଅଭିଯୁକ୍ତଙ୍କଠାରୁ ୩୯000 ଟଙ୍କା, ଆଧାର କାର୍ଡ, ୪ ମୋବାଇଲ ଜବତ | ବଡ଼ଗଡ଼, ନୟାପଲ୍ଲୀ, ଖାରବେଳନଗର ଅଞ୍ଚଳରୁ ଲୁଟିଥିଲେ

Leave a Reply

Your email address will not be published. Required fields are marked *