

- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ସ୍ଥଗିତ କଲେ ହାଇକୋର୍ଟ | ଆସନ୍ତାକାଲିର ପୁରସ୍କାର ପ୍ରଦାନ ସମାରୋହ ସ୍ଥଗିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ୨୭ଟି ବିଭାଗରେ ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଜାନୁଆରି ୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି
- ବାଲେଶ୍ବରର ଚାନ୍ଦିପୁରରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | SMART- ଦୂରଗାମୀ ସୁପରସୋନିକ କ୍ଷେପଣାସ୍ତ୍ର ସଂଯୁକ୍ତ ବିଧ୍ବଂସୀ | ପାଣି ଭିତରେ ଯୁଦ୍ଧାସ୍ତ୍ର ବିଧ୍ବଂସ କରିବାକୁ ପ୍ରସ୍ତୁତ ହୋଇଛି SMART