ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରେ ବସିବ ବୈଠକ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରେ ବସିବ ବୈଠକ । ବୈଠକରେ ଯୋଗଦେବେ ସବୁ ଦଳର ନେତା । ନିର୍ବାଚନ ପରିଚାଳନା ନେଇ ନେତାଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିସନର

Leave a Reply

Your email address will not be published. Required fields are marked *