- ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ
- ଗୋରୁଗାଈଙ୍କ ଦେହରେ ଚର୍ମ ବିଣ୍ଡି ରୋଗ ହେବା ପ୍ରସଙ୍ଗ । ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ । ସକାଳ ୮ଟାରୁ ସଂଧ୍ୟା ୭ ଯାଏ ଖୋଲା ରହିବ | ଟେଲିଫୋନ୍ ନମ୍ବର ୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫ । ସୀମାନ୍ତ ୧୪ ଜିଲ୍ଲାର ଚାଷୀଙ୍କୁ ଏନେଇ ଅନୁରୋଧ କଲେ କୃଷି ମନ୍ତ୍ରୀ