ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପ୍ରଥମ ମୁଖ୍ୟ ଶାସନ ସ୍ତରୀୟ ବୈଠକ ଫଳପ୍ରଦ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା

ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପ୍ରଥମ ମୁଖ୍ୟ ଶାସନ ସ୍ତରୀୟ ବୈଠକ
ଉଭୟ ରାଜ୍ୟର ଥିବା ବିଭିନ୍ନ ସମସ୍ୟା ଉପରେ ହେଲା ଆଲୋଚନା
ବୈଠକ ଫଳପ୍ରଦ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା
ବୈଠକରେ ଉଭୟ ରାଜ୍ୟ ସେମାନଙ୍କର ସମସ୍ୟାକୁ ଗୁରୁତ୍ବ ଦେଇଥିଲେ
ଗମନାଗମନ, ରାସ୍ତା ନିର୍ମାଣ ସସମ୍ୟା ଉପରେ ହେଲା ଆଲୋଚନା
ଓଡ଼ିଆ ଓ ତେଲୁଗୁ ଶିକ୍ଷକଙ୍କ ପଦବୀ ପୂରଣ ଉପରେ ବୈଠକରେ ଗୁରୁତ୍ବ
ବି.ଆର. ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠାକୁ ସହମତି
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ତେଲୁଗୁ ଭାଷାର ଚେୟାର ପ୍ରତିଷ୍ଠା ନେଇ ବି ସହମତି
VC ଜରିଆରେ ସାମିଲ ହେଲେ ଓଡ଼ିଶା CS ସୁରେଶ ମହାପାତ୍ର ଏବଂ ଆନ୍ଧ୍ର CS ସମୀର ଶର୍ମା

Leave a Reply

Your email address will not be published. Required fields are marked *