State ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା: ରିମାଣ୍ଡ ଶେଷ ପରେ ୨ ଅଭିଯୁକ୍ତ କୋର୍ଟରେ ହାଜର |ଅଶୋକ ଉପାଧ୍ୟାୟ ଏବଂ ଜଗନ୍ନାଥଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଅଶୋକକୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ । ପୁରୀ ଗ୍ରାମ୍ୟ ନ୍ୟାୟାଳୟରେ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ | December 27, 2021December 27, 2021 Jayaprada samantaray 0 Comments ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା: ରିମାଣ୍ଡ ଶେଷ ପରେ ୨ ଅଭିଯୁକ୍ତ କୋର୍ଟରେ ହାଜର |ଅଶୋକ ଉପାଧ୍ୟାୟ ଏବଂ ଜଗନ୍ନାଥଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଅଶୋକକୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କଲା କ୍ରାଇମବ୍ରାଞ୍ଚ । ପୁରୀ ଗ୍ରାମ୍ୟ ନ୍ୟାୟାଳୟରେ ରିମାଣ୍ଡ ଆବେଦନ କଲା କ୍ରାଇମବ୍ରାଞ୍ଚ |