- ବିଧାନ ପରିଷଦ ସଂକଳ୍ପ ସଂପର୍କିତ ପ୍ରସ୍ତାବ କେନ୍ଦ୍ର ପାଇନଥିବା ପ୍ରସଙ୍ଗ,ସୋମବାର ୨ଟି ଚିଠି ଲେଖାଯିବ ବୋଲି କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,ଗୋଟିଏ ଚିଠି ବିଧାନସଭା ପକ୍ଷରୁ ସଂସଦକୁ ଲେଖାଯିବ,ସେଥିରେ ୨୦୧୮ରେ ଲେଖାଯାଇଥିବା ଚିଠିକୁ ସଂଲଗ୍ନ କରାଯିବ, ଅନ୍ୟଟି ବ୍ୟକ୍ତିଗତ ଭାବେ ସେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିବେ
- ମତଦାନର ୩୬ ଘଣ୍ଟା ପୂର୍ବରୁ ଡାକବାଜି ପ୍ରଚାର ବନ୍ଦ ହେବ । ୧୪ ତାରିଖ ସନ୍ଧ୍ୟା ୭ଟାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାର ବନ୍ଦ । ପ୍ରଚାର କଟକଣା ଲାଗୁ ପରେ ବାହାରେ ରହିପାରିବେନି ନେତା । ସମ୍ବେଦନଶୀଳ ବୁଥ୍ରେ ଭିଡିଓ ରେକର୍ଡିଂ ଓ ସିସିଟିଭି ବ୍ୟବସ୍ଥା |