News ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ.ୟୁ ଲଳିତ | ଜଷ୍ଟିସ୍ ଲଳିତଙ୍କ ନାଁ ସୁପାରିସ୍ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା, ଚଳିତ ମାସରେ ଅବସର ନେବେ ଜଷ୍ଟିସ ଏନ୍.ଭି ରମନ୍ନା |୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ U. U. ଲଳିତ | August 4, 2022August 4, 2022 Jayaprada samantaray 0 Comments ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ.ୟୁ ଲଳିତ | ଜଷ୍ଟିସ୍ ଲଳିତଙ୍କ ନାଁ ସୁପାରିସ୍ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା, ଚଳିତ ମାସରେ ଅବସର ନେବେ ଜଷ୍ଟିସ ଏନ୍.ଭି ରମନ୍ନା | ୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ U. U. ଲଳିତ |