ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ.ୟୁ ଲଳିତ | ଜଷ୍ଟିସ୍ ଲଳିତଙ୍କ ନାଁ ସୁପାରିସ୍ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା, ଚଳିତ ମାସରେ ଅବସର ନେବେ ଜଷ୍ଟିସ ଏନ୍.ଭି ରମନ୍ନା |୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ U. U. ଲଳିତ |

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ.ୟୁ ଲଳିତ | ଜଷ୍ଟିସ୍ ଲଳିତଙ୍କ ନାଁ ସୁପାରିସ୍ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା, ଚଳିତ ମାସରେ ଅବସର ନେବେ ଜଷ୍ଟିସ ଏନ୍.ଭି ରମନ୍ନା | ୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ U. U. ଲଳିତ |

Leave a Reply

Your email address will not be published. Required fields are marked *