- ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଭୁବନେଶ୍ବର ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ବିଜ୍ଞପ୍ତି ପ୍ରକାଶ । http://aissee.nta.nic.in କୁ ଯାଇ ଅନଲାଇନ୍ ଆବେଦନ କରିହେବ I
- ଆଇଏଏସ୍ ସ୍ତରରେ ଅଦଳବଦଳ: ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତ । ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ ଯାଏ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥିଲେ ସେ । ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ପ୍ରକାଶ ପାଇଛି ବଦଳି ନିର୍ଦ୍ଦେଶ ।