- ବୋହୂ ଭାବରେ ଗ୍ରହଣ କରିବାକୁ ଦାବି କରି ଦୁଆରେ ଦେଲେ ଧାରଣା | ଦେଓଗଡ ଜିଲ୍ଲା ରିୟାମାଳ ଥାନା ଅଧୀନରେ ଥିବା ବାବରାକୋଟ ଗ୍ରାମର ଘଟଣା | ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଅଭିଯୋଗ କରି ଗ୍ରାମରେ ଜଣେ ଯୁବକଙ୍କ ଘର ବାହାରେ ଧାରଣା ଦେଇଛନ୍ତି ଯୁବତୀ |
- ହୃଦ୍ଘାତ ଯୋଗୁଁ ଗତକାଲି ରାତିରେ କର୍ଣ୍ଣାଟକ ରାଜ୍ୟର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଉମେଶ ବିଶ୍ବନାଥ କଟ୍ଟୀଙ୍କର ୬୧ ବର୍ଷ ବୟସରେ ଦେହାନ୍ତ ଘଟିଛି।