୪ ରାଜ୍ୟର ୧୬ ଆସନରେ ଆଜି ହେବ ରାଜ୍ୟସଭା ନିର୍ବାଚନ । ୪ ରାଜ୍ୟ: ହରିୟାଣା, ରାଜସ୍ଥାନ,ମହାରାଷ୍ଟ୍ର ଓ କର୍ଣ୍ଣାଟକ । ସମୁଦାୟ ୧୫ ରାଜ୍ୟର ୫୭ ଆସନ ପାଇଁ ନିର୍ବାଚନ ହେବାର ଥିଲା । ୧୧ ରାଜ୍ୟର ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି |

Leave a Reply

Your email address will not be published. Required fields are marked *