କଟକ ରେଳ ଷ୍ଟେସନରୁ ବି୍ପୁଳ ପରିମାଣର ନଗଦ ୨୦ ଲକ୍ଷ ଟଙ୍କା ଜବତ । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତି ଏ.କେ. ସ୍ବାଇଁଙ୍କୁ ଅଟକ ରଖିଲା RPF ଭୁବନେଶ୍ବରରୁ ଦିଲ୍ଲୀକୁ ଯାଉଥିଲା ଟଙ୍କା । କାହା ପାଖକୁ ଟଙ୍କା ପଠାଯାଉ ଥିଲା ଉତ୍ତର ଦେଇ ପାରୁନାହାନ୍ତି ଏ.କେ. ସ୍ବାଇଁ |

କଟକ ରେଳ ଷ୍ଟେସନରୁ ବି୍ପୁଳ ପରିମାଣର ନଗଦ ୨୦ ଲକ୍ଷ ଟଙ୍କା ଜବତ । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତି ଏ.କେ. ସ୍ବାଇଁଙ୍କୁ ଅଟକ ରଖିଲା RPF ଭୁବନେଶ୍ବରରୁ ଦିଲ୍ଲୀକୁ ଯାଉଥିଲା ଟଙ୍କା । କାହା ପାଖକୁ ଟଙ୍କା ପଠାଯାଉ ଥିଲା ଉତ୍ତର ଦେଇ ପାରୁନାହାନ୍ତି ଏ.କେ. ସ୍ବାଇଁ

Leave a Reply

Your email address will not be published. Required fields are marked *