ଭୁବନେଶ୍ବର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା ଦ୍ବିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଗଲେ ୨ କିଲର୍‌ ସମ୍ପଦ ସାହୁ ଓ ପ୍ରଶାନ୍ତ ଦାଶ ୨ ଜଣଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ବର SDJM କୋର୍ଟ |

ଭୁବନେଶ୍ବର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା ଦ୍ବିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଗଲେ ୨ କିଲର୍‌ ସମ୍ପଦ ସାହୁ ଓ ପ୍ରଶାନ୍ତ ଦାଶ।
୨ ଜଣଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ବର SDJM କୋର୍ଟ |

Leave a Reply

Your email address will not be published. Required fields are marked *