ଭୁବନେଶ୍ବର ଫାୟାର ଷ୍ଟେସନ ନିକଟରେ ‌ ରାସ୍ତାରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବସ୍‌ | ଘଟଣା ସ୍ଥଳରେ ଶୋଇଥିବା ବ୍ୟକ୍ତିର ମୃତ୍ୟୁ, ପରିଚୟ ଅସ୍ପଷ୍ଟ ବସ୍‌ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନି, ତଦନ୍ତ ଜାର |

ଭୁବନେଶ୍ବର ଫାୟାର ଷ୍ଟେସନ ନିକଟରେ ‌ ରାସ୍ତାରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବସ୍‌ | ଘଟଣା ସ୍ଥଳରେ ଶୋଇଥିବା ବ୍ୟକ୍ତିର ମୃତ୍ୟୁ, ପରିଚୟ ଅସ୍ପଷ୍ଟ ବସ୍‌ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନି, ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *