ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌କି ବାତ;

୧୦୦ କୋଟି ଟିକାକରଣ ଭାରତ ପାଇଁ ବଡ଼ ସଫଳତା, ଏନେ ନୂଆ ଉତ୍ସାହର ସହ ଦେଶ ଆଗକୁ ବଢ଼ୁଛି: ମୋଦି, ‘ଟିକାକରଣ ଅଭିଯାନର ସଫଳତା ବିଶ୍ବକୁ ଭାରତର ଦକ୍ଷତାକୁ ଦର୍ଶାଉଛି, ମହାମାରୀ କାଳରେ ଦେଶ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି’, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରଠୁ ଦୂରେଇ ରହିବାକୁ ମୋଦିଙ୍କ ପରାମର୍ଶ, ଆଗକୁ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ କ୍ୟାମେରାର ବହୁଳ ବ୍ୟବହାର ହେବ, ଗମନାଗମନ, ଡେଲିଭରି ଓ ଆଇନ ଶୃଙ୍ଖଳା ଅନୁଧ୍ୟାନ ପାଇଁ ବ୍ୟବହାର ହେବ ଡ୍ରୋନ, ବର୍ତ୍ତମାନ ଓ ଭବିଷ୍ୟତକୁ ଦୃଷ୍ଟିଟିରେ ରଖି ଡ୍ରୋନ ନୀତି ପ୍ରସ୍ତୁତ ହେଉଛି: ମୋଦି

Leave a Reply

Your email address will not be published. Required fields are marked *