ଆଫଗାନିସ୍ତାନରେ ତାଲିବାନ ସେନା ତରଫରୁ ଗର୍ଭନିରୋଧକ ଔଷଧ ବିକ୍ରି ଉପରେ ବ୍ୟାନ

ତାଲିବାନ ସେନା ତରଫରୁ ଆଫଗାନିସ୍ତାନରେ ସମସ୍ତ ପ୍ରକାର ଗର୍ଭନିରୋଧକ ଔଷଧ ବିକ୍ରି ଉପରେ କଟକଣା ଲଗାଯାଇଛି। ଉଚ୍ଚଶିକ୍ଷା ପରେ ଏବେ ବ୍ୟାନ୍ ହୋଇଛି ଗର୍ଭନିରୋଧକ ଔଷଧ। ମହିଳାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରି ଚାଲିଛି ତାଲିବାନ୍।

Leave a Reply

Your email address will not be published. Required fields are marked *