ମୟୂରଭଞ୍ଜ ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ; କାର୍‌-ଟ୍ରକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ | ଗୋଟିଏ ପରିବାରର ୭ ଜଣ କାର୍‌ରେ ଖଡ଼ଗପୁରରୁ ଆସିଥିଲେ | ଦୁଆରଶୁଣୀ ମନ୍ଦିରକୁ ଆସିଥିବା ବେଳେ ଦୁର୍ଘଟଣା | ବାଙ୍ଗିରୀପୋଷି ପୋଲିସର ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *