

- ଉତ୍ତରପ୍ରଦେଶର ଗ୍ରେଟର ନଏଡାରେ ଭୟଙ୍କର ସଡ଼କ ଦୁର୍ଘଟଣା ; ୫ ଜଣଙ୍କ ମୃତ୍ୟୁ
- ମୟୂରଭଞ୍ଜ ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ; କାର୍-ଟ୍ରକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ | ଗୋଟିଏ ପରିବାରର ୭ ଜଣ କାର୍ରେ ଖଡ଼ଗପୁରରୁ ଆସିଥିଲେ | ଦୁଆରଶୁଣୀ ମନ୍ଦିରକୁ ଆସିଥିବା ବେଳେ ଦୁର୍ଘଟଣା | ବାଙ୍ଗିରୀପୋଷି ପୋଲିସର ତଦନ୍ତ ଜାରି |